ଓଡ଼ିଶା ସମେତ ୮ ରାଜ୍ୟର ୪୫ଟି ବିଧାନସଭା ଉପନିର୍ବାଚନ ସେପ୍‌ଟେମ୍ବର ଶେଷ ସପ୍ତାହରେ!

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟରେ ୪୫ଟି ବିଧାନସଭା ଆସନ ପାଇଁ ସେପ୍‌ଟେମ୍ବର ଶେଷ ସପ୍ତାହରେ ଉପନିବର୍ବାଚନ ହୋଇପାରେ। ଏସଂପର୍କରେ ନିର୍ବାଚନ ଆୟୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରିଥିବାର ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଉପନିର୍ବାଚନ ସମୟରେ ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଆୟୋଗଙ୍କ ଦ୍ବାରା ଏକାଧିକ ପଦକ୍ଷେପ ନିଆଯିବାର ମଧ୍ୟ ସମ୍ଭାବନା ରହିଛି। ସୂତ୍ର ଅନୁସାରେ ପ୍ରତି ବୁଥରେ ଭୋଟରଙ୍କ ସଂଖ୍ୟା ୧୦୦୦ରେ … Continue reading ଓଡ଼ିଶା ସମେତ ୮ ରାଜ୍ୟର ୪୫ଟି ବିଧାନସଭା ଉପନିର୍ବାଚନ ସେପ୍‌ଟେମ୍ବର ଶେଷ ସପ୍ତାହରେ!